1. Home
  2. Jobs
  3. Work from home jobs
  4. Data Analyst work from home jobs
  5. Online Data Analyst - Odia speakers in India
Agent
Jobs
Applied
Tracker
Profile
    1. Jobs for you
    2. Job

    Job · 21779586

    TELUS Digital logo

    Online Data Analyst - Odia speakers in India

    TELUS Digital · Remote · remote · Posted 10d ago

    Not disclosedFresherparttimeSourced fromFoundit

    About a minute. You'll make an account on the way through.

    About this role

    ଆପଣ କଣ ଗବେଷଣା ପ୍ରତି ଆଗ୍ରହୀ ଏବଂ ଜାତୀୟ ଓ ସ୍ଥାନୀୟ ଭୂଗୋଳ ବିଷୟରେ ଭଲ ଧାରଣା ରଖୁଥିବା ଜଣେ ସୂକ୍ଷ୍ମଦର୍ଶୀ ବ୍ୟକ୍ତି ଏହି ଫ୍ରିଲାନ୍ସ ଅବସର ଆପଣଙ୍କୁ ନିଜ ଗତିରେ ଏବଂ ଘରରୁ କାମ କରିବା ସୁଯୋଗ ଦେଉଛି।

    ଏକ ଅନଲାଇନ୍ ଡାଟା ବିଶ୍ଳେଷକଙ୍କର ଜୀବନରେ ଏକ ଦିନ:

    ·      ଏହି ଭୂମିକାରେ ଆପଣ ଏକ ପ୍ରକଳ୍ପ ଉପରେ କାମ କରିବେ ଯାହା ବିଶ୍ୱବ୍ୟାପୀ ଲୋକମାନେ ବ୍ୟବହାର କରୁଥିବା ଡିଜିଟାଲ୍ ମାନଚିତ୍ରଗୁଡ଼ିକର ବିଷୟବସ୍ତୁ ଓ ଗୁଣଉନ୍ନତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଥିବ।

    ·      ୱେବ୍ ଆଧାରିତ ପରିବେଶରେ ଗବେଷଣା ଓ ମୂଲ୍ୟାୟନ କରିବା, ଯଥା ତଥ୍ୟ ସତ୍ୟାପନ, ତୁଳନା, ଏବଂ ତଥ୍ୟର ସଠିକତା ଓ ସମ୍ପ୍ରସଙ୍ଗିକତା ନିର୍ଣ୍ଣୟ କରିବା।

    ଆଜି ଆମ ସହିତ ଯୋଗ ଦିଅନ୍ତୁ ଏବଂ ବିଶ୍ୱରେ ପରିବର୍ତ୍ତନ ଆଣୁଥିବା ଏକ ଗତିଶୀଳ ଓ ନବପ୍ରଯୁକ୍ତିମୂଳକ ଦଳର ଅଂଶ ହୁଅନ୍ତୁ!

    TELUS Digital AI Community:

    Our global AI Community is a vibrant network of more than one million contributors from diverse backgrounds who help customers collect, enhance, train, translate, and localize content to build better AI models. Become part of our growing community and contribute to the development of innovative AI technologies used by some of the world's largest brands.

    Qualification path

    ଯୋଗ୍ୟତା:

    ଏହି ଭୂମିକା ପାଇଁ ଆବେଦନ କରିବାକୁ ପୂର୍ବ ଅନୁଭବର ଆବଶ୍ୟକତା ନାହିଁ, କିନ୍ତୁ ଏହି ପ୍ରକଳ୍ପ ଉପରେ କାମ କରିବାକୁ ମୌଳିକ ଆବଶ୍ୟକତା ପୂରଣ କରିବା ଏବଂ ଏକ ମାନକ ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ଯିବା ଆବଶ୍ୟକ। ଏହା ଏକ ଅଂଶକାଳୀନ ଦୀର୍ଘ ଅବଧି ଯୁକ୍ତ ପ୍ରକଳ୍ପ ଓ ଆପଣଙ୍କ କାମ ଏହି ଚୁକ୍ତିର ସମୟସୀମାରେ ଗୁଣମାନ ନିୟନ୍ତ୍ରଣ ପରୀକ୍ଷାର ଅଧୀନରେ ରହିବ।

    ମୌଳିକ ଆବଶ୍ୟକତା:

    ·      ଓଡ଼ିଆ ଭାଷାରେ ପାଠନ ଓ ଲେଖନରେ ପରଙ୍ଗମତା ଏବଂ ଇଂରାଜୀ ଭାଷାରେ ମୌଳିକ ପାରଙ୍ଗମତା

    ·      ଜଣେ ବ୍ୟକ୍ତି ଯିଏ ଗତ 5 ବର୍ଷ ଧରି ଭାରତରେ ରହୁଛନ୍ତି ଏବଂ ଭାରତୀୟ ବ୍ୟବସାୟ, ଗଣମାଧ୍ୟମ, କ୍ରୀଡା, ସମାଚାର, ସାମାଜିକ ଗଣମାଧ୍ୟମ ଏବଂ ସାଂସ୍କୃତିକ ବିଷୟବସ୍ତୁ ବିଷୟରେ ଜ୍ଞାନୀ।

    ·      ନିର୍ଦ୍ଦେଶନାମାନଙ୍କୁ ଅନୁସରଣ କରିବା ଓ ସର୍ଚ ଇଞ୍ଜିନ, ମାନଚିତ୍ର, ୱେବସାଇଟ ଆଧାରିତ ସୂଚନା ବ୍ୟବହାର କରି ଅନଲାଇନ୍ ଗବେଷଣା କରିବା

    ·      ମାନଚିତ୍ର, ସମ୍ବାଦ, ଧ୍ୱନି ସମ୍ବନ୍ଧୀୟ କାମ, ରିଲେଭାନ୍ସ ଭଳି ଭିନ୍ନ-ଭିନ୍ନ ଧରଣର କାମ ସହ କାର୍ଯ୍ୟ କରିବାର କ୍ଷମତା

    ·      ଦୈନିକ broadband ଇଣ୍ଟରନେଟ୍ ସଂଯୋଗ, କମ୍ପ୍ୟୁଟର ଓ ଆବଶ୍ୟକ ସଫ୍ଟୱେର ର ପହଞ୍ଚ

    ମୂଲ୍ୟାଙ୍କନ:

    କାର୍ଯ୍ୟକ୍ରମରେ ଚୟନ ପାଇଁ ଆପଣ ଏକ ଖୋଲା ପୁସ୍ତକ ପରୀକ୍ଷା ଦେବେ ଯାହା ଆପଣଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବ। ଏହା ସହିତ ପରିଚୟ ପରୀକ୍ଷା ମଧ୍ୟ କରିବେ। ଆମ ଦଳ ଆପଣଙ୍କୁ ଯୋଗ୍ୟତା ପରୀକ୍ଷା ପୂର୍ବରୁ ନିର୍ଦ୍ଦେଶ ଓ ଶିକ୍ଷାନୈତିକ ସାମଗ୍ରୀ ଯୋଗାଇ ଦେବ। ଆପଣ ଏହି ପରୀକ୍ଷା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କିନ୍ତୁ ଆପଣଙ୍କ ସୁବିଧା ଅନୁଯାୟୀ ଦେବେ।

    Service Rates 

    Compensation is based on tasks completed and project availability. Estimated earnings may vary depending on task volume and program requirements including, quality, and productivity, in accordance with the program's quality standards and guidelines.

    Independent Contractor Relationship

    This opportunity is offered on an independent contractor basis. Contributors have the flexibility to choose when and how much they work, subject to project availability and quality requirements. This opportunity is not and should not be construed as creating an employment relationship with TELUS Digital.

    Sourced from foundit

    Skills

    GeographyArtificial Intelligence

    About TELUS Digital

    TELUS Digital logo

    TELUS Digital

    IT Services & Consulting

    1.8k+

    employees

    2005

    21 years old

    Vancouver, British Columbia

    India

    About

    TELUS Digital (formerly TELUS International) designs, builds and delivers innovative solutions to enhance the customer experience (CX) for global and disruptive brands.

    Industries

    IT Services & ConsultingInternetSoftware Product

    Employee ratings

    1,908 reviews

    3.5/ 5

    Culture

    3.5

    Career growth

    3.0

    Work-life

    3.6

    Employees rate it well for

    Senior Management205Work Life Balance204Work Culture173Salary152Job Security129

    Find them on

    WebsiteLinkedInAmbitionBox reviews

    See all 33 Data Analyst work from home jobsData Analyst jobs in IndiaWork from home jobs

    Career guides

    • myjobb vs Tsenta (2026): honest review, tested for India
    • Resume keywords for software engineers in India (with examples by role)
    • Why one generic resume gets you rejected in India (and what to do instead)

    All career guidesAll articlesBrowse companies hiring

    Online Data Analyst - Odia speakers in India · waiting for your command